National Informatics Centre
Management Information System for NPR
A Place of rich Religious Heritage
About The Department | Department of Fisheries, GoI
bootstrap template created by uxdt division, national informatics centre
Website of Nuapada District Administration
District Kachchh, Rann of Kachchh, Kutch , Banni, Dholavira, Wild Ass Sanctuary, Desert Wildlife Sanctuary, Narayan Sarovar, Bustard Sanctuary, White Desert, White Rann, Rann Utsav, Forts, Kandla
Gandhi Smriti and Darshan Samiti, Functional spectrum of the Samiti ranges
महाराष्ट्र शासन । नवेगाव-नागझिरा वन्यजीव अभयारण्य
ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବକାଳୀନ ଏକ ପ୍ରାଚୀନ ଭାଷା, ଭାରତର ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିରେ ହିଁ ଗଠିତ ହୋଇଥିଲା। ବହୁ ସାରସ୍ୱତ ସାଧକ ଏହି ଭାଷା ଭଣ୍ଡାରକୁ ପ୍ରାଚୀନ କାଳରୁ ପରିପୁଷ୍ଟ କରିଆସିଅଛନ୍ତି। ଏହି ଓଡ଼ିଆ ଭାଷା, ସାହିତ୍ୟ ଓ ଶବ୍ଦକୋଷ ଆଦିର ଦ୍ରୁତ ବିକାଶସାଧନ, ପ୍ରୋତ୍ସାହନ ଓ ଏହାକୁ ଲୋକପ୍ରିୟ କରିବା ତଥା ସେଗୁଡ଼ିକୁ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବାଲାଗି 'ଓଡ଼ିଆ ଭର୍ଚୁଆଲ ଏକାଡେମୀ' ଗଠନ କରାଯାଇଅଛି।ଏହା ମାଧ୍ୟମରେ ବିରଳ ଦୁର୍ଲ୍ଲଭ ଓଡ଼ିଆ ପୁସ୍ତକ,ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଂଗୀତ, ପ୍ରାଚୀନ ପୋଥି, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା, ଲୋକ ସଂସ୍କୃତି,ଜନଜାତି, ଭାଷା ଓ ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିର ଡିଜିଟାଇଜେସନ କରାଯାଇ ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପଲବ୍ଧର ସୁଯୋଗ ପ୍ରଦାନ କରିବା, ସର୍ବୋପରି ଓଡ଼ିଆକୁ ଜ୍ଞାନ ଓ ବିଜ୍ଞାନର ଭାଷାରୂପେ ପରିଗଣିତ କରିବା ପାଇଁ ଅତୀତ ଓ ବର୍ତ୍ତମାନକୁ ଭବିଷ୍ୟତ ପିଢି ସମ୍ମୁଖରେ ଉପସ୍ଥାପନ କରାଇବା ଏହି ଅନୁଷ୍ଠାନର ମୁଳ ଉଦ୍ଦେଶ୍ୟ।
Labour Department,Labour Commissionerate, Directorate of Shops & Establishments, West Bengal, Labour Department, WB, Shops, Establishments, West Bengal, Online, Registration, Renewal, Licensing, Licencing, Changes, Winding Up, Online Application Gateway, Shop Registration, Shop Licencing, Shop licence west bengal,shopsonline,shop west bengal, west bengal shop, WB Shop


